Jump to content

ଅନନ୍ତ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
୦୩:୪୯, ୧୧ ମାର୍ଚ୍ଚ ୨୦୧୯ ବେଳେ Hrusikesh moharana (ଆଲୋଚନା | ଅବଦାନ) (ଥଥ) ଙ୍କ ଦେଇ ହୋଇଥିବା ସଂସ୍କରଣ
ଅନନ୍ତ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1914-06-12)୧୨ ଜୁନ ୧୯୧୪


[]
ଚଣାହାଟ, ପୁରୀ ଜିଲ୍ଲା
ମୃତ୍ୟୁ୧୯୮୭
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଅବାନ୍ତର (କବିତା ସଂକଳନ)
ସମ୍ପର୍କୀୟବ୍ରହ୍ମୋତ୍ରୀ ମହାନ୍ତି (ଭଉଣୀ)[] ଅମରେଶ ପଟ୍ଟନାୟକ (ପୁଅ)

ଅନନ୍ତ ପଟ୍ଟନାୟକ (୧୨ ଜୁନ ୧୯୧୪-୧୯୮୭)[] ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସପ୍ତଶଯ୍ୟାର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।[]

ରଚନାବଳୀ

  • ଅବାନ୍ତର (କବିତା ସଂକଳନ)
  • ରକ୍ତଶିଖା (କବିତା ସଂକଳନ)
  • ଛାଇର ଛିଟା (କବିତା ସଂକଳନ)
  • ଅଲୋଡ଼ା ଲୋଡ଼ା (କବିତା ସଂକଳନ)
  • ଶାନ୍ତି ଶିଖା (କବିତା ସଂକଳନ)
  • ତର୍ପଣ କରେ ଆଜି (କବିତା ସଂକଳନ)
  • କିଞ୍ଚିତ (କବିତା ସଂକଳନ)
  • ଛବିଟିଏକୁ ଗପଟିଏ (ଶିଶୁ ସାହିତ୍ୟ)
  • କସରା ଘୋଡ଼ା (ଶିଶୁ ସାହିତ୍ୟ)
  • ରାବଣ (ନାଟକ)
  • ଚିର ଅନ୍ଧାର ରାତି (ନାଟକ)

ଅନୁବାଦ

  • ଭାଗ୍ୟରୁ ଖିଏ
  • ମା: ସେ "ଗର୍କି"ଙ୍କ ଲିଖିତ ରୁଷୀୟ କ୍ଲାସିକ ବହି "The Mother"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[]

ସମ୍ମାନ ଓ ପୁରସ୍କାର

ଆଧାର

  1. "କବି ଅନନ୍ତ ପଟ୍ଟନାୟକଙ୍କ ଜୟନ୍ତୀ". ସମ୍ବାଦ. Eastern Media Ltd. 13 June 2015. Retrieved 13 June 2015.
  2. Chakra, Shyamhari. "A Poet who defied the conventional". The New Indian Express. Retrieved 1 September 2016.
  3. "ANANTA PATNAIK". OrissaDiary. Retrieved 28 February 2015.
  4. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 64–. ISBN 978-1-136-77284-9.
  5. Changing the Terms, Translating in the Postcolonial Era. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78