Jump to content

ଆଟପୁର

ଉଇକିପିଡ଼ିଆ‌ରୁ
ଆଟପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର
ପଞ୍ଚାୟତ ସମିତିସୋର
ଗ୍ରାମ ପଞ୍ଚାୟତଆଟପୁର
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୬ ୦୪୫[୧]
Area code+୦୬୭୮୮
ଯାନବାହାନ ପଞ୍ଚୀକରଣOR/01

ଆଟପୁର ଗାଁ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଅନ୍ତର୍ଗତ ସୋର ଥାନା ଅଧୀନରେ ଥିବା ଏକ ଗାଆଁ |

ଗମନାଗମନ

[ସମ୍ପାଦନା]

ଏହା ସୋର ନିକଟରେ ଅବସ୍ଥିତ । ଏହା ବାଲେଶ୍ୱରଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

[ସମ୍ପାଦନା]

ଏଠାରେ ପିତା କାଳିଆ ନାମରେ ଏକ ଛୋଟ ନଈ ବହି ଯାଇଛି ।

ଶିକ୍ଷା

[ସମ୍ପାଦନା]

ବିଦ୍ୟାଳୟ

[ସମ୍ପାଦନା]

ଏହି ଗାଁରେ ଆଟପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଦିନବନ୍ଧୁ ଉଚ୍ଚବିଦ୍ୟାପୀଠ ଅଛି ।

ଅନ୍ୟାନ୍ୟ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ସତ୍ୟସାଇ ମନ୍ଦିର ଅଛି ।

ଆହୁରି ଦେଖନ୍ତୁ

[ସମ୍ପାଦନା]