Jump to content

ଉର୍ବଶୀ (କବିତା)

ଉଇକିପିଡ଼ିଆ‌ରୁ


ଉର୍ବଶୀ ରାଧାନାଥ ରାୟଙ୍କଦ୍ୱାରା ରଚିତ ଏକ କବିତା । ଏହା ତୁଳସୀସ୍ତବକରେ ଥିବା ତିନୋଟି କବିତା ମଧ୍ୟରୁ ଅନ୍ୟତମ । ରଚନା କାଳ ୧୮୯୪ ।[୧]

ସଂକ୍ଷିପ୍ତ ବିବରଣୀ

[ସମ୍ପାଦନା]

କିଛି ପଦ

[ସମ୍ପାଦନା]

ଅତି ମନୋହର କାଳ, ଶୀତଋତୁ

ଧରା ଛାଡ଼ି ଛାଡ଼ି ନାହିଁ,
ପଲ୍ଲବ-ପାଟଳ- ମଧୁ ଋତୁ-ରାଟ
ଧରା ମାଡ଼ି ମାଡ଼ି ନାହିଁ ।
ନଦୀତୀର ସ୍ୱର୍ଣ୍ଣ- ବର୍ଣ୍ଣ ରାମତିଳା,
ସଷର୍ପକୁସୁମେ ଦିଶେ,
ମଧ୍ୟେ ନୀର-ବେଣୀ ସନ୍ଧ୍ୟା-ମେଘ-ରନ୍ଧ୍ରେ

ନୀଳ ନଭ-ରେଖା କି ସେ ?

[୨]

ଅଧିକ ଦେଖନ୍ତୁ

[ସମ୍ପାଦନା]
  • ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ଅଧ୍ୟାପକ ଦେବେନ୍ଦ୍ର କୁମାର ଦାଶ (୨୦୧୦). କବିବର ରାଧାନାଥ ଗ୍ରନ୍ଥାବଳି. ଗ୍ରନ୍ଥମନ୍ଦିର.

ବାହାର ଲିଙ୍କ

[ସମ୍ପାଦନା]