Jump to content

ଲୋକ ସଭା

ଉଇକିପିଡ଼ିଆ‌ରୁ
(Lok Sabhaରୁ ଲେଉଟି ଆସିଛି)
ଲୋକସଭା
House of the People
୧୮ଶ ଲୋକସଭା
Emblem of India
ପ୍ରକାର
ପ୍ରକାରନିମ୍ନ ସଦନ of the ସଂସଦ
ନେତୃତ୍ୱ
ବାଚସ୍ପତିଖାଲି ଅଛି, ବି.ଜେ.ପି
୨୦୨୪ରୁ
ଉପ ବାଚସ୍ପତିଖାଲି ଅଛି
ଶାସକ ଦଳ ନେତାନରେନ୍ଦ୍ର ମୋଦୀ, ବି.ଜେ.ପି
୨୦୨୪ରୁ
ବିରୋଧୀ ଦଳ ନେତାରାହୁଲ ଗାନ୍ଧୀ, କଂଗ୍ରେସ
୨୦୨୪ରୁ
ଶାସକ ଦଳ ଉପନେତାନୀତିନ ଗଡ଼କରୀ, ବି.ଜେ.ପି
୨୦୨୪ରୁ
ବିରୋଧୀ ଦଳ ଉପନେତାଅଖିଳେଶ ଯାଦବ, ସମାଜବାଦୀ ପାର୍ଟି
୨୦୨୪ରୁ
ଗଠନ
ଆସନ ସଂଖ୍ୟା୫୪୩ [୧]
ରାଜନୈତିକ ଦଳ     ସରକାର (୨୯୩)
  •   ଜାତୀୟ ଗଣତାନ୍ତ୍ରିକ ମହାମେଣ୍ଟ

     ବିପକ୍ଷ (୨୩୭)

  •   ଭାରତୀୟ ରାଷ୍ଟ୍ରୀୟ ବିକାଶଶୀଳ ସମାବେଶୀ ମହାମେଣ୍ଟ

     ଅନ୍ୟାନ୍ୟ (୧୩)

  •   ଅନ୍ୟ ଦଳ ଏବଂ ସ୍ଵାଧୀନ ସଦସ୍ୟ
ନିର୍ବାଚନ
ସିଧାସଳଖ ମତଦାନ
ଶେଷ ନିର୍ବାଚନ୨୦୨୪
ସାକ୍ଷାତକକ୍ଷ
View of Sansad Bhavan, seat of the Parliament of India
ନୂତନ ଲୋକସଭା ଭବନ
Website
loksabha.gov.in

ସମ୍ବିଧାନ ଅନୁସାରେ ଲୋକ ସଭା, ଭାରତର ଦ୍ୱିଗୃହ ଭାରତୀୟ ସଂସଦର ନିମ୍ନ ସଦନ । ଲୋକସଭାର ସଦସ୍ୟମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିବା ପାଇଁ ଏକ ସାର୍ବଭୌମିକ ବୟସ୍କ ମତାଧିକାର ଏବଂ ସିଧାସଳଖ ମତଦାନ ବ୍ୟବସ୍ଥା ଦ୍ୱାରା ନିର୍ବାଚିତ ହୁଅନ୍ତି ଏବଂ ସେମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ଲୋକସଭା ଭଙ୍ଗ ନହେବା ପର୍ଯ୍ୟନ୍ତ ସେମାନଙ୍କ ପଦବୀରେ ରହିଥାନ୍ତି । ନୂଆଦିଲ୍ଲୀସ୍ଥିତ ସଂସଦ ଭବନର ଲୋକସଭା କକ୍ଷରେ ଏହାର ଅଧିବେଶନ ଅନୁଷ୍ଠିତ ହୋଇଥାଏ। ଏଠାରେ ଭାରତର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୫୪୩ ଜଣ ସାଂସଦ ପ୍ରତିନିଧିତ୍ୱ କରନ୍ତି।

ଇତିହାସ

[ସମ୍ପାଦନା]

ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ପ୍ରଥମ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ୨୪୫ଟି ଆସନ ପାଇଥିଲା , ଏହା ସହିତ ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହିସାବରେ ସିଟ ସଂଖ୍ୟା

[ସମ୍ପାଦନା]
Subdivision Type No. of constituencies[୨]
ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ କେନ୍ଦ୍ର ଶାସିତ ଅଞ୍ଚଳ
ଆନ୍ଧ୍ର ପ୍ରଦେଶ ରାଜ୍ୟ ୨୫
ଅରୁଣାଚଳ ପ୍ରଦେଶ ରାଜ୍ୟ
ଆସାମ ରାଜ୍ୟ ୧୪
ବିହାର ରାଜ୍ୟ ୪୦
ଚଣ୍ଡୀଗଡ଼ କେନ୍ଦ୍ର ଶାସିତ ଅଞ୍ଚଳ
ଛତିଶଗଡ଼ ରାଜ୍ୟ ୧୧
ଦାଦ୍ରା ଓ ନଗର ହବେଳୀ କେନ୍ଦ୍ର ଶାସିତ ଅଞ୍ଚଳ
ଡାମନ ଓ ଡିଉ କେନ୍ଦ୍ର ଶାସିତ ଅଞ୍ଚଳ
ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳ
ଗୋଆ ରାଜ୍ୟ
ଗୁଜରାଟ ରାଜ୍ୟ ୨୬
ହରିଆଣା ରାଜ୍ୟ ୧୦
ହିମାଚଳ ପ୍ରଦେଶ ରାଜ୍ୟ
ଜମ୍ମୁ ଓ କଶ୍ମୀର ରାଜ୍ୟ
ଝାଡ଼ଖଣ୍ଡ ରାଜ୍ୟ ୧୪
କର୍ଣ୍ଣାଟକ ରାଜ୍ୟ ୨୮
କେରଳ ରାଜ୍ୟ ୨୦
ଲାକ୍ଷାଦ୍ୱୀପ କେନ୍ଦ୍ର ଶାସିତ ଅଞ୍ଚଳ
ମଧ୍ୟ ପ୍ରଦେଶ ରାଜ୍ୟ ୨୯
ମହାରାଷ୍ଟ୍ର ରାଜ୍ୟ ୪୮
ମଣିପୁର ରାଜ୍ୟ
ମେଘାଳୟ ରାଜ୍ୟ
ମିଜୋରାମ ରାଜ୍ୟ
ନାଗାଲାଣ୍ଡ ରାଜ୍ୟ
ଓଡ଼ିଶା ରାଜ୍ୟ ୨୧
ପୁଡୁଚେରୀ କେନ୍ଦ୍ର ଶାସିତ ଅଞ୍ଚଳ
ପଞ୍ଜାବ ରାଜ୍ୟ ୧୩
ରାଜସ୍ଥାନ ରାଜ୍ୟ ୨୫
ସିକିମ ରାଜ୍ୟ
ତାମିଲନାଡୁ ରାଜ୍ୟ ୩୯
ତେଲେଙ୍ଗାନା ରାଜ୍ୟ ୧୭
ତ୍ରିପୁରା ରାଜ୍ୟ
ଉତ୍ତରାଖଣ୍ଡ ରାଜ୍ୟ
ଉତ୍ତର ପ୍ରଦେଶ ରାଜ୍ୟ ୮୦
ପଶ୍ଚିମ ବଙ୍ଗ ରାଜ୍ୟ ୪୨

ଲୋକ ସଭା ଓ ଜାତୀୟ ନିର୍ବାଚନ

[ସମ୍ପାଦନା]
ଲୋକ ସଭା ନିର୍ବାଚନ ବର୍ଷ
୧ମ ଲୋକ ସଭା ଜାତୀୟ ନିର୍ବାଚନ ୧୯୫୨
୨ୟ ଲୋକ ସଭା ଜାତୀୟ ନିର୍ବାଚନ ୧୯୫୭
୩ୟ ଲୋକ ସଭା ଜାତୀୟ ନିର୍ବାଚନ ୧୯୬୨
୪ ଲୋକ ସଭା ଜାତୀୟ ନିର୍ବାଚନ ୧୯୬୭
୫ମ ଲୋକ ସଭା ଜାତୀୟ ନିର୍ବାଚନ ୧୯୭୧
୬ଷ୍ଠ ଲୋକ ସଭା ଜାତୀୟ ନିର୍ବାଚନ ୧୯୭୭
୭ମ ଲୋକ ସଭା ଜାତୀୟ ନିର୍ବାଚନ ୧୯୮୦
୮ମ ଲୋକ ସଭା ଜାତୀୟ ନିର୍ବାଚନ ୧୯୮୪
୯ମ ଲୋକ ସଭା ଜାତୀୟ ନିର୍ବାଚନ ୧୯୮୯
୧୦ମ ଲୋକ ସଭା ଜାତୀୟ ନିର୍ବାଚନ ୧୯୯୧
୧୧ଶ ଲୋକ ସଭା ଜାତୀୟ ନିର୍ବାଚନ ୧୯୯୬
୧୨ଶ ଲୋକ ସଭା ଜାତୀୟ ନିର୍ବାଚନ ୧୯୯୮
୧୩ଶ ଲୋକ ସଭା ଜାତୀୟ ନିର୍ବାଚନ ୧୯୯୯
୧୪ଶ ଲୋକ ସଭା ଜାତୀୟ ନିର୍ବାଚନ ୨୦୦୪
୧୫ଶ ଲୋକ ସଭା ଜାତୀୟ ନିର୍ବାଚନ ୨୦୦୯
୧୬ଶ ଲୋକ ସଭା ଜାତୀୟ ନିର୍ବାଚନ ୨୦୧୪
  1. "Lok Sabha". parliamentofindia.nic.in. Retrieved 19 August 2011.
  2. "Lok Sabha Introduction". National Informatics Centre, Government of India. Retrieved 22 September 2008.

ବାହାର ତଥ୍ୟ

[ସମ୍ପାଦନା]